Nijukti Khabar Odisha

ABOUT THE NIJUKTI KHABAR ODISHA

OUR OBJECTIVE: It is our pleasure to inform you that our ‘Nijukti Khabar Odisha’ is a daily providing employment, admission & business related information’s to the youth and entrepreneurs of Odisha and other States for expanding their horizon of getting jobs, seeking different career oriented admissions, business circle and skill development activities. We will try to give you services uninterruptedly and trying to reach both rural and urban mass of the state through our Web site information. We are making our site as simple as we can so that it will easy to access to common people.

If you wants to reach with us please find the below details.

The Nijukti Khabar Odisha
Sahadevkhunta, Balasore, Odisha – 756001
Mobile No – +91 9853015015

Important Information
Nijukti Khabar Odisha website ରେ ଆମେ ଯେକୌଣସି ଚାକିରୀ ର ସୂଚନା ଦିଆ ଯାଉଛି (ସରକାରୀ ଏବଂ ବେସରକାରୀ ଚାକିରୀ) ତାହା ସମ୍ପୂର୍ଣ୍ଣ ଭାବେ କେବଳ ଆପଣ ମାନଙ୍କ ସୂଚନା ପାଇଁ ପ୍ରଯୁଜ୍ୟ। 

ଆମେ ଦେଉଥିବା ନିଯୁକ୍ତି ସୂଚନା ଏବଂ ଆମ ସହିତ ଜଡିତ ଥିବା ପ୍ରତିଷ୍ଠାନ ମନେ ସବୁ ବେଳେ ଚାହୁଁ କି ଆପଣ ମାନେ ସମ୍ପୂର୍ଣ୍ଣ ଭାବେ ମାଗଣାରେ ଚାକିରୀ ପାଆନ୍ତୁ, କିଛି ବି ରେଜିଷ୍ଟ୍ରେସନ ଏବଂ consultation Fee ବିନା।

କିନ୍ତୁ କିଛି ଚାକିରୀ ଯୋଗାଉଥିବା ପ୍ରତିଷ୍ଠାନ ମନେ ଆମର ଏହି ବାର୍ତା କୁ ନ ମାନି ଆପଣଙ୍କ ଠାରୁ କିଛି ବି ବାହାନାରେ ଟଙ୍କା ନେବା ପାଇଁ କହିପାରନ୍ତି।

ଆମେ ଆମ ତରଫରୁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରୁ କି ଆପଣ କୌଣସି ପ୍ରକାର ଠକାମୀ ରେ ନ ଫସନ୍ତୁ। ଆପଣ ମାନଙ୍କୁ ଅନୁରୋଧ କି ଯଦି କୌଣସି ନିଯୁକ୍ତି ପ୍ରଦାନ ପ୍ରତିଷ୍ଠାନ କିମ୍ବା ବ୍ୟକ୍ତି ତାଙ୍କ ପ୍ରତିଷ୍ଠାନର ନାମ କିମ୍ବା Nijukti Khabar Odisha ନାମରେ ଟଙ୍କା ମାଗନ୍ତି, ତାଙ୍କୁ ସମ୍ବୁର୍ଣ ଭାବରେ ମନା କରନ୍ତୁ କୌଣସି ଟଙ୍କା ଦେବା ପାଇଁ। 

www.nijuktikhabarodisha.com ତରଫରୁ ଏକ ଜରୁରୀ ସୂଚନା।